ବିଜେଡି କର୍ମୀଙ୍କ ଆଖି ଫେବୃଆରୀକୁ, ସଂଗଠନରେ ଥଇଥାନ ହେବେ ଛାମୁଆ ନେତା

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସଭାପତି ଅମିତ ଶାହ ବିଜେଡିକୁ ଓପାଡ଼ି ଫିଙ୍ଗିଦେବା ଲାଗି ପ୍ରତି ସଭାରେ ଗର୍ଜନ କରୁଥିଲେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ କେନ୍ଦ୍ରରେ ବିଜେପି କ୍ଷମତାକୁ ଫେରିବ, ଏ ନେଇ ବାରମ୍ବାର ସନ୍ଦେହ ପ୍ରକଟ କରି କଟାକ୍ଷ କରିଥିଲେ। ନିର୍ବାଚନ ପରେ ରାଜନୀତି ଦୃଶ୍ୟପଟ୍ଟ ବଦଳିଯାଇଛି। ଉଭୟ ଏମିତି ବନ୍ଧୁତାରେ ଆବଦ୍ଧ ହୋଇଛନ୍ତି ଯେ ବିଜେଡି ନିଜର ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ … Continue reading ବିଜେଡି କର୍ମୀଙ୍କ ଆଖି ଫେବୃଆରୀକୁ, ସଂଗଠନରେ ଥଇଥାନ ହେବେ ଛାମୁଆ ନେତା